Download Now Banner

This browser does not support the video element.

ଖଲ୍ଲିକୋଟ୍: ଚିକିଲି ଗ୍ରାମରେ ଧୁମଧାମରେ ପ୍ରଭୁ ଗଜାନନ ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ, ଉତ୍ସବରେ ସାମିଲ ହେଲେ ଶତାଧିକ ଭକ୍ତ

Khalikote, Ganjam | Sep 2, 2025
ଚିକିଲି ଗ୍ରାମରେ ଆଜି ପ୍ରଭୁ ଗଜାନନ ଙ୍କ ଭସାଣି ଉତ୍ସବ ଧୁମଧାମ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଆଜି ସନ୍ଧ୍ୟା ସାଢ଼େ ୫ ଟା ସମୟରେ ପ୍ରଭୁ ଗଜାନନ ଙ୍କ ଭସାଣି ଉତ୍ସବ ଧୁମଧାମରେ ପାଳିତ ହୋଇଥିବା ବେଳେ ଗ୍ରାମ ର ବିଭିନ୍ନ ସାହି ପରିକ୍ରମା କରିବା ସହ ଘଣ୍ଟଘଣ୍ଟା ମୃଦଙ୍ଗ ତାଳେ ତାଳେ ଗ୍ରାମର ବଡ଼ ସାହି ,ମଝି ସାହି ଓ ମହାନ୍ତି ସାହି ର ଗଣେଶ ମୂର୍ତ୍ତି କୁ ଏକତ୍ରିତ କରି ବିସର୍ଜନ କରିବାକୁ ନେଇଥିଲେ ।
Read More News
T & CPrivacy PolicyContact Us