This browser does not support the video element.
କାକଟପୁର: ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଲିଆଖିଆ ବ୍ରିଜ ନିକଟରୁ ଗଳିତ ଶବ ଉଦ୍ଧାର,
Kakatpur, Puri | Sep 5, 2025
ଲିଆଖିଆ ବ୍ରିଜ ନିକଟ କୂଶଭଦ୍ରା ନଦୀ ସମ୍ମୁଖ ସମୁଦ୍ର କୂଳରୁ ଗଳିତ ଶବକୁ ଉଦ୍ଧାର କରିଛି ମେରାଇନ ପୋଲିସ। କୋଣାର୍କ, ୦୫/୯ () ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧୀନ କୋଣାର୍କ -ପୁରୀ ବେଳା ମାର୍ଗ ମେରେନଡ୍ରାଇଭି ରାସ୍ତା ଲିଆଖିଆ ବ୍ରିଜ ନିକଟ କୂଶଭଦ୍ରା ନଦୀ ସମ୍ମୁଖ ସମୁଦ୍ର କୂଳରୁ ଗଳିତ ଶବକୁ ଉଦ୍ଧାର କରିଛି ମେରାଇନ ପୋଲିସ। ମୃତ୍ୟୁ ର କାରଣ ଅସ୍ପଷ୍ଟ। ଏହା ହତ୍ୟା କି ଆତ୍ମହତ୍ୟା ଜାଣିବା ପାଇଁ ଘଟଣା ସ୍ଥଳରେ ପୁରୀ ସାଇଣ୍ଟିଫିକି ଟିମ ତଦନ୍ତ ଜାରି ରଖିଛି । ଉଦ୍ଧାର ଗଳିତ ସବଟି ସାତ ଆଠ ଦୀନ ତଳର ଅନୁମାନ କରା ଯାଉଥିବା ବେଳେ ସବଟିର ମୁଣ୍ଡ କଙ୍କାଳ ହୋଇ ଯାଇଥିବା ବେଳେ ସେ ଏ