Install App
samalbaidyanath13
This browser does not support the video element.
ବୌଦ୍ଧ ସଦର: ଆସନ୍ତାକାଲି ବୌଦ୍ଧ ସହର ସମେତ ଏହାର ଅଖପାଖ ଅଞ୍ଚଳରେ ସକାଳ ୬ଟା ସମୟରୁ ସକାଳ ୯ଟା ପଯ୍ୟନ୍ତ ବିଦୂତ ସର୍ବରାହ ବନ୍ଦ ବନ୍ଦ ରହିବ
Baudh Sadar, Boudh (Bauda) | Sep 9, 2025
ଆଜି ସନ୍ଧ୍ୟା ୬ଟା ସମୟରେ ବୌଦ୍ଧ ସହର ସ୍ଥିତ ଟାଟା ପାୱାର କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ l ଆସନ୍ତାକାଲି କାଲି ସକାଳ ୬ଟା ସମୟରୁ ସକାଳ ୯ଟା ପଯ୍ୟନ୍ତ ବୌଦ୍ଧ ସହର ସମେତ, ଏହାର ଅlଖପାଖ ଅଞ୍ଚଳରେ ବିଦୂତ ସରବରାହ ବନ୍ଦ ରହିବ l ଏହି ସମୟରେ ବିଦୂତ ଉପକରଣ ମରାମତି ଓ ରକ୍ଷଣବେକ୍ଷଣ ଥିବାରୁ ବିଦୂତ ସରବରାହ ବନ୍ଦ ରହିବା ନେଇ ସୂଚନା ଜାରି କରାଯାଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!