Download Now Banner

This browser does not support the video element.

ଧର୍ମଶାଳା: ବାହାଗଡା ଗ୍ରାମରେ ବିଜେପି ନେତା ଚିତ୍ତନ ଭୋଇଙ୍କ ଶେଷ ଦର୍ଶନ କଲେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ

Dharmasala, Jajpur | Sep 12, 2025
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଙ୍ଗାଧରପୁର ଗ୍ରାମପଞ୍ଚାୟତ ବାହାଗଡା ଗ୍ରାମର ବିଜେପି ଦଳର ସକ୍ରିୟ ସଦସ୍ୟ ଚିତ୍ତନ ଭୋଇଙ୍କ ଅକାଳ ବିୟୋଗ ହୋଇଛି । ଏହି ଦୁଃଖଦ ଖବର ପାଇ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ତାଙ୍କ ବାସଭବନରେ ପହଞ୍ଚି ମରଶରୀର ଶେଷ ଦର୍ଶନ କରିବା ସହ ଶୋକାକୁଳ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କରିଥିବା ଶୁକ୍ରବାର ଅପରାହ୍ନ 3 ଘଟିକା ସମୟରେ ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us