This browser does not support the video element.
ଜଗତସିଂହପୁର: ବିପର୍ଯ୍ୟସ୍ତ ହୋଇ ପଡିଛି ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ପରିମଳ ବ୍ୟବସ୍ତା ଯାହାକୁ ନେଇ ବିଭିନ୍ନ ସମସ୍ୟା ଦେଖାଯାଇଛି #jansamasya
Jagatsinghapur, Jagatsinghpur | Sep 7, 2025
ବିପର୍ଯ୍ୟସ୍ତ ହୋଇ ପଡିଛି ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ପରିମଳ ବ୍ୟବସ୍ତା ଯାହାକୁ ନେଇ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଇଛନ୍ତି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସିଥିବା ରୋଗୀ l ତେବେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଅଧିନ ନାଉଗାଁ ବ୍ଳକ ର ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ l ଏହି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଓପିଡି ଠାରୁ ଆରମ୍ଭ ହୋଇ ରୋଗୀ ସର୍ଯ୍ୟା କୁ ଯିବା ପର୍ଯ୍ୟନ୍ତ ରାସ୍ତା ରେ ଆଣ୍ଠୁଏ ପାଣିରେ ହନ୍ତସନ୍ତ ହୋଇ ଯାଉଛନ୍ତି ରୋଗୀ l ଅନ୍ୟପଟେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ପରିମଳ ବ୍ୟବସ୍ତା ମଧ୍ୟ ବିପର୍ଯ୍ୟସ୍ତ ହୋଇଛି