This browser does not support the video element.
ବୌଦ୍ଧ ସଦର: ହରାଭଙ୍ଗା ଅବକାରୀ ପୋଲିସ ଲଖନପୁର ଓ଼ ହରିଡ଼ାବିଡା ଗ୍ରାମରେ ବେଆନ ଦେଶି ମଦ କାରବାରେ ୩ଜଣକୁ ଗିରଫ କରି କୋଟ ଚଲାନ
Baudh Sadar, Boudh (Bauda) | Sep 5, 2025
ଆଜି ସନ୍ଧ୍ୟା ୭ଟା ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତରୁ ମିଳିଥିବା ସମୟରେ l ହରଭଙ୍ଗା ଅବକାରୀ ପୋଲିସ ଆଜି ସକାଳ ପାଖାପାଖି ୧୧.୩୦ରୁ ଏକ ସୋତନ୍ତ୍ର ଅଭିଯାନରେ ବେଆନ ମଦ ଧରିବା ଅଭିଯାନରେ l ପ୍ରଥମେ ପୂରୁଣାକଟକ ଥନା ଅନ୍ତର୍ଗତ ଲଖନପୁରୁ ଗ୍ରାମରୁ ଚଢ଼ାଉ କରି ୧୨ଲିଟର ମହୁଲି ମଦ ସହିତ ୫୦ବର୍ଷୀୟ ବିଦ୍ୟାଧର ଦେହୁରୀକୁ ଗିରଫ କରି ୭୩/୨୦୨୫-୨୬ରେ ମାମଲା ରୁଜୁ କରିଥିଲା l ଦ୍ୱିତୀୟରେ ପୂରୁଣାକଟକ ଥାନାର ଅନ୍ତର୍ଗତ ହରିଡ଼ାବିଡା ଗ୍ରାମରୁ ୧୮ଲିଟର ମଦ ସହିତ ରସିନ୍ଦ୍ର ମାଲିକ ଓ଼ ଅଶୋକ ଜାନିକୁ ୨୦ଲିଟର ମଦ ସହିତ ଗିରଫ କରି l ହରାଭଙ୍ଗା JMFC ଅଦାଲତର ଦ୍ୱାରସ୍ତ