Download Now Banner

This browser does not support the video element.

ଅତାବିରା: କାଣ୍ଡପାଲି ଗ୍ରାମରେ ନୂଆଁଖାଇ ଭେଟଘାଟ

Attabira, Bargarh (Baragarh) | Aug 28, 2025
ଆଜି ଗୁରୁବାର ଅପରାହ୍ନ ୩ଟାରେ ଅତାବିରା ଏନଏସି ଅଧିନ କାଣ୍ଡପାଲି ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା |କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ମନୋଜ କୁମାର ଭୋଇ,ବାସୁଦେବ ଭୋଇ
Read More News
T & CPrivacy PolicyContact Us