Download Now Banner

This browser does not support the video element.

ଧର୍ମଗଡ: ୟୁରିଆ ସାର ଯୋଗେଇଦେବା ପାଇଁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହୋଇ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କଲେ ଚାଷୀ ।

Dharamgarh, Kalahandi | Sep 22, 2025
ସୋମବାର ସକାଳ ୧୧ ଟା ରେ ଧର୍ମଗଡ ଅଞ୍ଚଳ ର ଚାଷୀ ସରକାର ଙ୍କ ପକ୍ଷରୁ ଚାଷୀ ମାନଙ୍କୁ ପର୍ଯ୍ୟପ୍ତ ପରିମାଣରେ ୟୁରିଆ ସାର ଯୋଗେଇ ଦେବା ପାଇଁ ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷା ମନୀଷା ମିଶ୍ର ଏବଂ ସମାଜସେବୀ ବିବେକ ରଞ୍ଜନ ମିଶ୍ର ଙ୍କ ନେତୃତ୍ୱ ରେ ଶତାଧିକ ଚାଷୀ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି।
Read More News
T & CPrivacy PolicyContact Us