Download Now Banner

This browser does not support the video element.

କୋଟପାଡ: ମହୁଲି ଠାରେ ରାସ୍ତା କାଢ଼କୁ ଖସି କାର ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର l

Kotpad, Koraput | Sep 13, 2025
ମହୁଲି ଠାରେ ରାସ୍ତା କାଢ଼କୁ ଖସି କାର ଦୁର୍ଘଟଣା ଗ୍ରସ୍ତ l ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର l ଶନିବାର ଅପରାହ୍ନ ୫ ଟା ସମୟରେ 326 ନମ୍ୱର ରାଞ୍ଚି ବିଜୟିୱାର୍ଡ ଜାତୀୟ ରାଜପଥ ବୈପାରୀଗୁଡା ଥାନା ଅନ୍ତର୍ଗତ ମହୁଲି ଠାରେ ଏଭଳି ଅଘଟନ ଘଟିଛି l ଗାଡି ଚାଳକ ମାଲକାନଗିରିର ଟୁକୁନା ମହାରଣା l ସୂଚନା ଅନୁଯାଇ, ମାଲକାନଗିରି ଠାରୁ ଜୟପୁର ଅଭିମୁଖେ ଯାଉଥିବା OD 02BC 9596 ନମ୍ୱର ଏକ କାର ମହୁଲି ଠାରେ ଭରୋସାମ୍ୟ ହରାଇ ରାସ୍ତା କାଢ଼କୁ ଖସିଗଲା l ଏଥିରେ ଡ୍ରାଇଭର ଟୁକୁନା ଅଳ୍ପକେ ବର୍ତ୍ତୀ ଯାଇଛନ୍ତି କିନ୍ତୁ ଗାଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି l
Read More News
T & CPrivacy PolicyContact Us