Download Now Banner

This browser does not support the video element.

ପଟ୍ଟାଙ୍ଗୀ: ନନ୍ଦପୁର ଠାରେ ନନ୍ଦପୁର ପ୍ରେସ କ୍ଲବ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ବାଗତ

Pottangi, Koraput | Sep 2, 2025
କୋରାପୁଟ ନୂତନ ଜିଲ୍ଲାପାଳ ମନୋଜ ସତ୍ୟବାନ୍ ମହାଜନ ମଙ୍ଗଳବାର ନନ୍ଦପୁର ଗସ୍ତ ରେ ଆସିଥିବା ବେଳେ ନନ୍ଦପୁର ପ୍ରେସ କ୍ଲବ୍ ପକ୍ଷରୁ ସ୍ବାଗତ କରାଯାଇଥିଲା l ପୁଷ୍ଫଗୁଚ୍ଛ ସହ ନନ୍ଦପୁର ଐତିହ ସମ୍ପନ୍ନ କୀର୍ତ୍ତିରାଜି ର ଫୋଟ ଚିତ୍ର ଦେଇ ଜିଲ୍ଲାପାଳ ଶ୍ରୀ ମହାଜନଙ୍କୁ ସ୍ବାଗତ କରାଯାଇଥିଲା l ପ୍ରେସ କ୍ଲବ୍ ସଭାପତି ତ୍ରିନାଥ ଖରାଙ୍କ ସମେତ ଉପ ସଭାପତି ବିମଳ ରାଓ ସ୍ମିଥ, ସମ୍ପାଦକ ରମେଶ ଅଧିକାରୀ, କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ପାଢି, କୋଷାଧ୍ୟକ୍ଷ ଶଙ୍କର ପାଙ୍ଗି ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ମହାଜନ ଙ୍କୁ ସ୍ବାଗତ କରିଥିବା ଦିନ୧୨ଟା ସମୟରେ ଦେଖିବାକୁ ମିଳିଛିl
Read More News
T & CPrivacy PolicyContact Us