This browser does not support the video element.
ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ଦୈନିକ ବଜାର ବନ୍ଦକୁ ନେଇଁ ଅସନ୍ତୋଷ
Lakshmipur, Koraput | Aug 30, 2025
ଲକ୍ଷ୍ମୀପୁର ରେ ରବିବାର ଦିନ ଦୈନିକ ବଜାର ସମ୍ପୂର୍ଣ ବନ୍ଦ ରହିବ, ବନ୍ଦ ରହିବା ସକାଶେ ଲକ୍ଷ୍ମୀପୁର ମୁତ୍ୟାଲୁମା ବଣିକ ସଙ୍ଘ ତରଫରୁ ନିଷ୍ପତି ନିଆଯାଇଥିବା ବେଳେ ଶନିବାର ଦିନ ଡାକବାଜି ଯନ୍ତ୍ର ଦ୍ୱାରା ବଜାର ରେ ଘୋଷଣା କରାଯାଇଛି। ଲକ୍ଷ୍ମୀପୁର ଦୈନିକ ବଜାର ରେ ପାଖା ପାଖି ତିନିଶହ ଦୋକାନ ରହିଥିବା ବେଳେ ମାଛ ମାଂସ ଖିର ଓ ଔଷଧ ଦୋକାନ କୁ ବାଦ ଦେଲେ ବାକି ସମସ୍ତ ଦୋକାନ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।