This browser does not support the video element.
ବୀରମହାରାଜପୁର: ମହାଦେବପାଲି ଠାରେ ୫୩ତମ ଶାରଦିୟ ଦୁର୍ଗା ପୂଜା ମହୋତ୍ସବ ପାଇଁ ରାବଣ ବରଣ କାର୍ଯକ୍ରମ ଅନୁଷ୍ଠିତ
Biramaharajpur, Subarnapur (Sonepur) | Sep 12, 2025
ବିନିକା ଥାନା ଅନ୍ତର୍ଗତ ମହାଦେବପାଲି ଠାରେ ୫୩ତମ ଶାରଦିୟ ଦୁର୍ଗା ପୂଜା ଅବସରରେ ରାବଣ ଦରବାର ପାଇଁ ଆଜି ଅପରାହ୍ନ 3ଟା ସମୟରେ ରାବଣ ବରଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଦୁର୍ଗା ପୂଜା କୋର କମିଟି ସଭାପତି ସଂଗ୍ରାମ କେଶରୀ ନାୟକଙ୍କ ନେତୃତ୍ବରେ ଏକ ୭୦ ଜଣିଆ ପ୍ରତିନିଧି ଦଳ ମାଁ ଦୁର୍ଗାଙ୍କ ପିଠରେ ପୁଜାର୍ଚ୍ଚନା କରି ମଟରସାଇକଲ ଶୋଭାଯାତ୍ରାରେ ସାରସମାଲ ଗ୍ରାମରେ ପହଞ୍ଚିଥିଲେ । ସେଠାରେ ଯଥାବିଧି ପୁଜାର୍ଚ୍ଚନା କରାଯାଇ ପ୍ରସିଦ୍ଧ ଖଳନାୟକ ତଥା ଅଭିନେତା ମନୋରଞ୍ଜନ ଚିରଗୁନଙ୍କୁ ରାବଣ ଭୂମିକାରେ ଅଭିନୟ ପାଇଁ ବରଣ କରାଯାଇଥିଲା l ଏହି ଅବସରରେ ସଂଘର ବରିଷ୍ଠ ସଦସ୍ୟ