This browser does not support the video element.
ପୁରୀ ମ୍ୟୁନିସିପାଲଟି: ଦୀର୍ଘ ୯ ବର୍ଷ ପରେ ପୁରୀ ବାଙ୍ଗର ଜେଲ୍ରେ ଆରମ୍ଭ ହେଲା କଏଦୀ ମାନଙ୍କ ପାଠ ପଢା l
Puri M, Puri | Sep 10, 2025
ଦୀର୍ଘ ୯ ବର୍ଷ ପରେ ପୁରୀ ଜେଲ୍ରେ ଖୋଲିବ ସ୍କୁଲ୍ କଏଦୀମାନେ ପାଠ ପଢ଼ିବେ ବାହାରେ ଛିଡ଼ା ହୋଇ ପ୍ରାର୍ଥନା ବୋଲିବେ, ଶ୍ରେଣୀଗୃହରେ ବସି ପଣକିଆ ଗାଇବେ ଗୁଣନ ସାଙ୍ଗରେ ମିଶାଣ ଓ ଫେଡ଼ାଣ ବି ଶିଖିବେ ୯ ବର୍ଷ ଧରି ବନ୍ଦ ପଡ଼ିଥିବା ସ୍କୁଲ୍ ପୁଣି ଚଳଚଞ୍ଚଳ ହେବ | ପାଠ ପଢ଼ା ଆରମ୍ଭ ହେବା କେତେକ କଏଦୀ ଅ, ଆ ବି ଶିଖିବେ, କେତେକ ହିସାବ କିତାବ କରିବେ ଶିକ୍ଷକ ନିଯୁକ୍ତି ପାଇବା ପରେ ବନ୍ଦ ପଡ଼ିଥିବା ସ୍କୁଲ୍ର ତାଲା ଖୋଲି ଜେଲ୍ କର୍ତ୍ତୃପକ୍ଷ ସଫା କରିଛନ୍ତି। ଶିକ୍ଷାଦାନ ଆରମ୍ଭ ପାଇଁ ଜେଲ୍ କର୍ତ୍ତୃପକ୍ଷ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି।