Download Now Banner

This browser does not support the video element.

ରେମୁଣା: ଜିଲ୍ଲାରେ ଅବାଧ ଓ ମୁକ୍ତ ନିର୍ବାଚନ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Remuna, Balasore | Apr 20, 2024
ଜିଲ୍ଲାରେ ଅବାଧ ଓ ମୁକ୍ତ ନିର୍ବାଚନ ନେଇ ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ୨୦୨୪ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବାବେଳେ ନିର୍ବାଚନ ଆଚରଣବିଧି ମଧ୍ୟ ଲାଗୁ ହୋଇସାରିଛି। ଜିଲ୍ଲାରେ ନିର୍ବାଚନ ଆଚରଣବିଧି ନିୟମକୁ କଡାକଡି ଅନୁପାଳନ କରିବାକୁ ଜିଲ୍ଲାପାଳ ଆଶିଷ ଠାକରେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଜିଲ୍ଲାରେ କିପରି ଅବାଧ ଓ ହିଂସା ମୁକ୍ତ ନିର୍ବାଚନ କରାଯିବ ସେ ସମ୍ପର୍କରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ସେ ଆଲୋଚନା କରିଛନ୍ତି।
Read More News
T & CPrivacy PolicyContact Us