Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: କଣାସ ବ୍ଲକ ବିନ୍ଧଣ ଛକରେ ଲକ୍ଷ୍ମୀ ବସ୍ ଭିତରେ ଜଣେ ଯୁବକ ଧାରୁଆ ଅସ୍ତ୍ରରେ ଯାତ୍ରୀଙ୍କୁ ଆକ୍ରମଣ ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ l
Puri M, Puri | Oct 7, 2025
ପୁରୀ କଣାସ ବ୍ଲକ ବିନ୍ଧଣ ଛକରେ ଲକ୍ଷ୍ମୀ ବସ୍ ଭିତରେ ଭରତ ଭୋଇ ନାମକ ଜଣେ ଯୁବକ ଧାରୁଆ ଅସ୍ତ୍ରରେ ଯାତ୍ରୀଙ୍କୁ ମାରଣାନ୍ତକ ଆକ୍ରମଣ ଘଟଣା ନେଇ ପୁରୀ ଏସ୍ପି ପ୍ରତୀକ୍ ସିଂହଙ୍କ ପତିକ୍ରିୟା l ଆକ୍ରମଣ କରିଥିବା ଯୁବକ ହେଉଛନ୍ତି 35 ବର୍ଷୀୟ ଶୁକଳ ଗ୍ରାମର ଭରତ ଭୋଇ l ଯୁବକଙ୍କ ଆକ୍ରମଣରେ ୪ଜଣ ଯାତ୍ରୀ ଆହତ ହୋଇଛନ୍ତି l ୨ଜଣ ଯାତ୍ରୀ କଣାସ ଡାକ୍ତରଖାନା ରେ ଚିକିର୍ସିତ ହୋଇ ଡିସ୍ଚାର୍ଜ ହୋଇଥିବାବେଳେ ଆଉ ୨ଜଣ ଯାତ୍ରୀ ପୁରୀ ସଦର ମୁଖ୍ୟ ଚିକିର୍ସାଲୟରେ ଚିକିର୍ସିତ ହେଉଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!