Download Now Banner

This browser does not support the video element.

କବିସୂର୍ଯ୍ୟନଗର: କେ. ବରିଡାରେ ଲଗାଣ ବର୍ଷାରେ ଭୁଶୁଡିଲା ଘର

Kabisuryanagar, Ganjam | Aug 23, 2025
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ କେ. ବରିଡା ଗ୍ରାମର ରାଜେନ୍ଦ୍ର ମାଝୀ ଙ୍କ ଘର ଲଗାଣ ବର୍ଷାରେ ଭୁଶୁଡି ପଡିଛି । ଗତ ତିନି ଦିନ ହେଲା ଲଗାଣ ବର୍ଷା ଫଳରେ ଏହି ଗ୍ରାମର ରାମ ମାଝୀ ଙ୍କ ପୁଅ ରାଜେନ୍ଦ୍ର ମାଝୀ ଙ୍କ ଘରର ଗୋଟିଏ କାନ୍ଥ ଭୁଶୁଡି ପଡିଛି । ତେବେ ଉକ୍ତ ଘରେ କେହି ନ ଥିବା ଯୋଗୁଁ କାହାର କିଛି କ୍ଷତି ହୋଇନଥିବା ବେଳେ ଆଶବାବପତ୍ର ନଷ୍ଟ ହୋଇଯାଇଛି । ରାଜେନ୍ଦ୍ର କେ. ବରିଡା ରାଜସ୍ବ ନିରୀକ୍ଷକ ଙ୍କୁ ଜଣାଇଛନ୍ତି । ଶନିବାର ରାତ୍ର 8 ଘଣ୍ଟ ସମୟରେ ରାଜେନ୍ଦ୍ର ସୂଚନା ଦେଇଛନ୍ତି ।
Read More News
T & CPrivacy PolicyContact Us