Install App
sushantpattnayak1983
This browser does not support the video element.
ଛତ୍ରପୁର: ବ୍ରହ୍ମପୁର ଗାନ୍ଧୀ ନଗର ସ୍ଥିତ ବିଧାୟକଙ୍କ କାର୍ଯ୍ୟାଳୟ ଠାରେ ଗଣେଶ ପୂଜା ଅନୁଷ୍ଠିତ, ଯୋଗଦେଲେ ବିଧାୟକ
Chhatrapur, Ganjam | Aug 27, 2025
ବ୍ରହ୍ମପୁର ଗାନ୍ଧି ନଗର ସ୍ଥିତ ବିଧାୟକଙ୍କ କାର୍ଯ୍ୟାଳୟ ଠାରେ ଅଗ୍ରପୂଜ୍ୟ ଗଜାନନକଂ ପୂଜା ଅନୁଷ୍ଠିତ ହୋଇଯାଇଛି। ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ପୂଜାରେ ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାର, ବିଜେପି ଜିଲ୍ଲା ସଭାପତି ସରୋଜ ସାବତଙ୍କ ସହ ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଅଗ୍ରପୂଜ୍ୟ ଗଜାନନକଂ ଆଶୀର୍ବାଦ ଭିକ୍ଷା କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!