Download Now Banner

This browser does not support the video element.

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକର ବାଙ୍କତରା ଗ୍ରାମ ପରିଦର୍ଶନ କରିଛନ୍ତି ବିଡିଓ ।

Bhanjanagar, Ganjam | Sep 13, 2025
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକର ବାଙ୍କତରା ଗ୍ରାମ ପରିଦର୍ଶନ କରିଛନ୍ତି ବିଡିଓ । ସେ ଆଜି ଦିନ 11 ଘଣ୍ଟ ସମୟରେ ବାଙ୍କତରା ଗ୍ରାମରେ ପହଁଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିବା ସହ ଗ୍ରାମ ରେ ଥିବା 5ଟି ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏଥିସହ ଛାତ୍ର ଛାତ୍ରୀ ଓ ଶିକ୍ଷକ ଙ୍କ ସହ ବିଡିଓ ଆଲୋକପାତ କରିଥିବା ବେଳେ ଭଲ ପାଠ ପଢିବା ପାଇଁ ଛାତ୍ର ଛାତ୍ରୀଙ୍କୁ ନିବେଦନ କରିଥିଲେ ବିଡିଓ ।
Read More News
T & CPrivacy PolicyContact Us