Download Now Banner

This browser does not support the video element.

କବିସୂର୍ଯ୍ୟନଗର: କଣ୍ଟାପଡା ଗ୍ରାମରେ ମଞ୍ଚସ୍ଥ ସାମାଜିକ ନାଟକକୁ ଉଦଘାଟନ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ

Kabisuryanagar, Ganjam | Sep 1, 2025
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦକୋଟ ପଂଚାୟତର କଣ୍ଟାପଡା ନୁଆଁ ସାହିରେ ପବିତ୍ର ଗଣେଷ ପୂଜା ଉତ୍ସବ ଉପଲକ୍ଷେ ମା ଗ୍ରାମ ଦେବି ଯୁବ ନାଟ୍ୟ ସଂସଦ ର ଚତୃର୍ଥ ଅବଦାନରେ ମଞ୍ଚସ୍ଥ ସାମାଜିକ ନାଟକ ଦରିଆ କୂଳର ଦରଦୀ ବନ୍ଧୁକୁ ଉଦଘାଟନ କଲେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ ଚନ୍ଦ୍ର ପଣ୍ଡା । ମୁଖ୍ୟ ଅତିଥି ସରୋଜ ଆଚାର୍ଯ୍ୟ ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ବିଜୟ କୁମାର ନାୟକ, ସାମ୍ନାନୀତ ଅତିଥି ବ୍ଲକ ବିଜେଡି ସଭାପତି ସିମାଞ୍ଚଳ ସାମଲ, ସରପଞ୍ଚ ସନ୍ତୋଷ କୁମାର ବିଶ୍ୱାଳ, ସମିତି ସଭ୍ୟ ପ୍ରତିନିଧି ଲକ୍ଷ୍ମଣ ସ୍ୱାଇଁ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us