This browser does not support the video element.
କୁଚିଣ୍ଡା: କୁଚିଣ୍ଡା ସ୍ଥିତ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ପରିସର ରେ ଚାଲିଥିବା ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ
Kochinda, Sambalpur | Aug 23, 2025
କୁଚିଣ୍ଡା ଠାରେ ରହିଥିବା ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ପରିସରରେ ଗତ ୩ ଦିନ ଧରି ଚାଲିଥିବା ୧୪ ବର୍ଷ କମ ଓ ୧୯ ବର୍ଷ ବର୍ଗ ବାଳିକା ବିଭାଗ ପଞ୍ଚମ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଶନିବାର ସନ୍ଧ୍ୟା ରେ ଉଦଯାପିତ ହୋଇଯାଇଛି। ଓଡିଶା ସରକାର ଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କ୍ରୀଡା ପତାକା କୁ ଅବତରଣ କରି କୃତ୍ତି ଛାତ୍ରୀ ମାନଙ୍କୁ ପୁରସ୍କାର ମାନପତ୍ର ଦେଇ ସମ୍ମାନିତ କରିଥିଲେ।