This browser does not support the video element.
ଝାରସୁଗୁଡା: ବିଟିଏମ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଶ୍ରୀ ଗଣେଶଙ୍କ ମୂର୍ତ୍ତି ସ୍ଥାପନା ସହ ପୂଜାର୍ଚ୍ଚନା କଲେ ଝାରସୁଗୁଡା ବିଧାୟକ
Jharsuguda, Jharsuguda | Aug 27, 2025
ଆଜି ହେଉଛି ପବିତ୍ର ଗଣେଶ ଚତୁର୍ଥି ଏବଂ ଅଗ୍ରପୂଜ୍ୟ ଶ୍ରୀ ଗଣେଷଙ୍କ ଆବାହାନ ପାଇଁ ଚଳ ଚଞ୍ଚଳ ପୁରପଲ୍ଲୀ। ତେବେ ଆଜି ସକାଳ ଦଶଟା ସମୟରେ ପବିତ୍ର ଗଣେଶ ପୂଜା ଅବସରରେ ଝାରସୁଗୁଡା ବି ଟି ଏମ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଶ୍ରୀ ଗଣେଶଙ୍କ ମୂର୍ତ୍ତି ସ୍ଥାପନା ସହ ପୂଜାର୍ଚ୍ଚନା କଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ। ଆୟୋଜିତ ଏହି ଗଣେଶ ପୂଜା ଅବସରରେ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ବିଧାୟକଙ୍କ ସହିତ ପୂଜାର୍ଚ୍ଚନା କରିଥିଲେ। ବିଘ୍ନବିନାଶକ ଶ୍ରୀଗଣେଶଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ପୂର୍ଣ୍ଣ ହେଉ ବୋଲି ଗଜାନନ ଶ୍ରୀ ଗଣେଶ ଙ୍କ ନିକଟରେ