Download Now Banner

This browser does not support the video element.

କୋଟପାଡ: ସାର ସମସ୍ୟାକୁ ନେଇ ବୈପାରୀଗୁଡା ଠାରେ ପ୍ରତିକ୍ରିୟା ରଖିଲେ ଲେମ୍ପସ ଏମଡି ରବି ନାରାୟଣ ମିଶ୍ର l

Kotpad, Koraput | Aug 21, 2025
ସାର ସମସ୍ୟାକୁ ନେଇ ବୈପାରୀଗୁଡା ଠାରେ ଲେମ୍ପସ ଏମଡି ରବି ନାରାୟଣ ମିଶ୍ର ରଖିଲେ ପ୍ରତିକ୍ରିୟା l ଗୁରୁବାର ଅପରାହ୍ନ ଚାରିଟା ସମୟରେ ବୈପାରୀଗୁଡା  ଲେମ୍ପସ ଏମଡି କହିଛନ୍ତି ବୈପାରୀଗୁଡା ଠାରେ ସାର ସମସ୍ୟା ଲାଗି ରହିଛି, କିନ୍ତୁ ଚାଷୀ ଅନୁଯାଇ ସାର ଆସୁନି ଏଥିଲାଗି ସାର ଅଭବ ହେଉଛି l ଏନେଇ ଉଚ୍ଚ କର୍ତୃପକ୍ଷ ଙ୍କୁ ଜଣା ଯାଇଛି ଅତିଶୀଘ୍ର ସମସ୍ୟା ସମଧାନ ହେବ ବୋଲି ଲେମ୍ପସ ଏମଡି ପ୍ରତିଶ୍ରୁତି ଦେଇଛନ୍ତି
Read More News
T & CPrivacy PolicyContact Us