This browser does not support the video element.
ବୀରମହାରାଜପୁର: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବୀରମହାରାଜପୁର ଥାନା ଘେରିଲେ ମୃତକଙ୍କ ପରିବାର ଓ ବାଘମାରି ଗ୍ରାମବାସୀ
Biramaharajpur, Subarnapur (Sonepur) | Sep 3, 2025
ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ସନ୍ଧ୍ୟା 6ତାରେ ବୀରମହାରାଜପୁର ଥାନା ଘେରିଲେ ମୃତକଙ୍କ ପରିବାର ଓ ବାଘମାରି ଗ୍ରାମବାସୀ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅର୍ନ୍ତଗତ ମେଣ୍ଡାମାଳ ଗାଁରେ ଗତ ଶୁକ୍ରବାର ରାତିରେ ବାଘମାରି ଗାଁର ଯୁବକ ଅଜିତ ଖଣ୍ଡଗିରି ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଘଟଣାକୁ ଆଜି ୬ ଦିନ ବିତି ଯାଇଥିଲେ ହେଁ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନି ପୋଲିସ । ଘଟଣାରେ ତଦନ୍ତ ସମୟରେ ସନ୍ଧାନୀ କୁକୁର ଅଭିଯୁକ୍ତଙ୍କ ଘରକୁ ଯାଇଥିଲେ ହେଁ ଏଯାଏଁ ପୋଲିସ ଅଭିଯୁକ୍ତଙ୍କ ଟେର ପାଉନି । ତେବେ ଏହାର ପ୍ରତିବାଦ କରି ଅଜିତଙ୍କ ପରିବାର ଲୋକଙ୍କ ସହ ଶ