Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ବାଙ୍ଗିରିପୋଷି ସ୍ଥିତ ଖଈରୀ ରିସୋର୍ଟରେ ହାତୀର ଗତି କୁ ନେଇ ବୈଠକ ଅନୁଷ୍ଠିତ

Baripada M, Mayurbhanj | Aug 22, 2025
ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ସ୍ଥିତ ଖଈରୀ ରିସୋର୍ଟରେ “ହାତୀର ଗତି”କୁ ନେଇ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଏକ ବୈଠକ ଅନିଷ୍ଠିତ ହୋଇଯାଇଛି । ସଂଗ୍ରାମ ପକ୍ଷରୁ ଆୟୋଜିତ ବୈଠକକୁ ସଙ୍ଗଠନର ସମ୍ପାଦକ ତଥା ପୂର୍ବତନ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଧରିତ୍ରୀ ଏବଂ ଓଡିଶା ପୋଷ୍ଟର ସମ୍ପାଦକ ତଥାଗତ ଶତପଥି ଉପସ୍ଥିତ ରହି ହାତୀ ସୁରକ୍ଷାରେ ଆଧୁନିକ ଶିକ୍ଷା ଅତ୍ୟନ୍ତ ଜରୁରୀ ଅଟେ ଏବଂ ଆଗାମୀ ପିଢୀ ପାଇଁ ହାତୀ ସୁରକ୍ଷା ସହିତ ଜଙ୍ଗଲ ସୁରକ୍ଷା କରାଗଲେ ପରିବେଶ ସୁରକ୍ଷା ହୋଇପାରିବ ବୋଲି କହିଥିଲେ।
Read More News
T & CPrivacy PolicyContact Us