Download Now Banner

This browser does not support the video element.

ବରଗଡ: ଜିଲ୍ଲା ବିଶ୍ଵ ହିନ୍ଦୁ ପରିଷଦ ଓ ଜୟ ବିଶ୍ଵକର୍ମା ଗୃହ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରାଗଲା

Bargarh, Bargarh (Baragarh) | Sep 10, 2025
ବରଗଡ଼ ଜିଲ୍ଲାରୁ ବଙ୍ଗଳାଦେଶି ଓ ରୋହିଙ୍ଗିଆ ମାନଙ୍କୁ ବାହାର କରାଯିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି କରାଯାଇଛି | ବୁଧବାର ମଧ୍ୟାହ୍ନ 1 ଘଣ୍ଟା ସମୟରେ ବରଗଡ଼ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ,ଜୟ ବିଶ୍ୱକର୍ମା ଗୃହ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ବରଗଡ଼ ଜିଲ୍ଲାରୁ ବଙ୍ଗଳାଦେଶି ଓ ରୋହିଙ୍ଗିଆ ମାନଙ୍କୁ ବାହାର କରାଯାଉ ବୋଲି ଦାବି କରାଯାଇଛି | ବଙ୍ଗଳାଦେଶି ଓ ରୋହିଙ୍ଗିଆ ମାନଙ୍କ ଦ୍ୱାରା ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି ପୂର୍ବରୁ ମଧ୍ୟ ପ୍ରଶାସନକୁ ଦାବି କରିଥିବା ବେଳେ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ କଲେ
Read More News
T & CPrivacy PolicyContact Us