This browser does not support the video element.
ବଲାଙ୍ଗୀର: ମଠଖାଇ ମନ୍ଦୀର ନିକଟରେ ଦୁର୍ଘଟଣା ଜଣେ ଗୁରୁତର ମେଡ଼ିକାଲ୍ ରେ ଭର୍ତ୍ତି
Balangir, Balangir | Aug 25, 2025
ବଲାଙ୍ଗୀର ମଠଖାଇ ମନ୍ଦିର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ମେଡ଼ିକାଲ୍ ରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ତାଙ୍କୁ ସ୍ଥାନୀୟମାନେ ଉଦ୍ଧାର କରି ଆଜି ରାତି ୮ଟା ୪୫ମିନିଟ୍ ସମୟରେ ବଲାଙ୍ଗୀର ମେଡିକାଲ୍ କଲେଜ୍ରେ ଭର୍ତ୍ତି କରାଯାଇ ଥିବା ମେଡିକାଲ୍ ସୂତ୍ର ରୁ ଜଣାପଡ଼ିଛି ତାଙ୍କର ମୁଣ୍ଡ ରେ ଗଭୀର ଆଘାତ ଲାଗି ଥିବା ଜଣା ପଡିଛି।