Download Now Banner

This browser does not support the video element.

କୋଟପାଡ: ଭାଲୁଗୁଡା ଗ୍ରାମ କାଦୁଅ ପଚ ପଚ ରାସ୍ତା କୁ ମରାମତି ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମର ଯୁବକ ମାନେ#jansamasya

Kotpad, Koraput | Jul 24, 2025
ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ଶଶାହାଣ୍ଡି ପଞ୍ଚାୟତ ର ଶଶାହାଣ୍ଡି ଭାଲୁଗୁଡା ରାସ୍ତା ଅବସ୍ଥା କହିଲେ ନ ସରେ। ଆଜି କୁ ଏକ ବର୍ଷ ତଳେ ନିର୍ମିତ ହୋଇଥିବା ବେଳେ ଏବେ ରାସ୍ତା ରେ ଗାଡି ଚଳାଚଳ ରେ ଅସୁବିଧା.ବିଭିନ୍ନ ସମୟରେ ଗାଡ଼ିମୋଟର ଯାଉଥିବା ସମୟରେ ଛୋଟ୍ ବଡ଼ ଦୃଘଟଣା ମଧ୍ୟ ହେଉଥିବା କହିଛନ୍ତି ଗ୍ରାମବାସୀ. ନଳକୂପରୁ ପାନୀୟ ଜଳ ନିଜ ଘୋରକୁ ଯିବାପାଇଁ କଷ୍ଟକର ହୋଇଯାଏ ଏହି ରାସ୍ତା ତିନଟି ଗ୍ରାମକୁ ସଂଯଗ କରୁଛି l ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନ କୁ ଅଭିଯୋଗ କୋରିଆସୁଛନ୍ତି
Read More News
T & CPrivacy PolicyContact Us