Download Now Banner

This browser does not support the video element.

କଟକ ପୌରାଞ୍ଚଳ: ବାରଙ୍ଗ ବ୍ଲକ ଅନ୍ତର୍ଗତ ନରାଜ  ଅରିଲୋ ସ୍ଥିତ ଓମଫେଡ୍ ଡେଏରୀ ମଙ୍ଗଳବାର ପରିଦର୍ଶନ କରିଥିଲେ ରାଜ୍ୟପାଳ ଡ଼ ହରିବାବୁ କମ୍ଭମପତି।

Cuttack M Corp PS, Cuttack | Sep 2, 2025
ବାରଙ୍ଗ ବ୍ଲକ ଅନ୍ତର୍ଗତ ନରାଜ  ଅରିଲୋ ସ୍ଥିତ ଓମଫେଡ୍ ଡେରୀ ପରିଦର୍ଶନ କରିଥିଲେ ରାଜ୍ୟପାଳ ଡ଼ ହରିବାବୁ କମ୍ଭମପତି। ମଙ୍ଗଳବାର ଦିନ ପ୍ରାୟ ୧ଟା ସମୟରେ ରାଜ୍ୟପାଳ ବାରଙ୍ଗ ନରାଜ ଅରିଲୋ ସ୍ଥିତ ଓମଫେଡ ଡେରୀ ପରିଦର୍ଶନ କରି ବିଭିନ୍ନ ଉତ୍ପାଦନ ୟୁନିଟ ବୁଲି ଦେଖିଥିଲେ।
Read More News
T & CPrivacy PolicyContact Us