Install App
kalpana7958
This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ବାଲେଶ୍ବର ଏସଡିଜେଏମ କୋର୍ଟ ରେ ଚାର୍ଜସିଟ ଦାଖଲ
Baleshwar M, Balasore | Sep 9, 2025
ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ବାଲେଶ୍ବର ଏସଡିଜେଏମ କୋର୍ଟ ରେ ଚାର୍ଜସିଟ ଦାଖଲ କରାଯାଇଛି।ଗିରଫ ହୋଇ ବିଚାରବିଭାଗୀୟ ହାଜତ ରେ ଥିବା ଏଚଓଡି ସମୀର ସାହୁ ଓ ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ବିରୋଧରେ ମଙ୍ଗଳବାର ଦିନ ୨:୩୦ରେ ଚାର୍ଜସିଟ ଦାଖଲ କରାଯାଇଛି। ଉଭୟଙ୍କର ଜାମିନ ଜିଲ୍ଲା ଦୈରାଜର୍ଜ କୋର୍ଟରେ ଖାରଜ ହୋଇଥିବା ବେଳେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!