Download Now Banner

This browser does not support the video element.

ବାଲିଗୁଡା: ବାଲିଗୁଡା ବିଧାୟକ ଙ୍କ ସହଯୋଗ ରେ କନ୍ୟାକୁମାରୀ ଠାରୁ ଦାଦନ ଶ୍ରମିକ ନିଜ ଭିଟାମାଟି ତୁମୁଡିବନ୍ଧ କୁ ଆସିବା ସକ୍ଷମ ହଇପାରିଲେ,

Baliguda, Kandhamal | Sep 13, 2025
ବିଧାୟକ ଙ୍କ ସହଯୋଗ ରେ କନ୍ୟାକୁମାରୀ ଠାରୁ ଦାଦନ ଶ୍ରମିକ ନିଜ ଭିଟାମାଟି କୁ ଆସିବା ସକ୍ଷମ ହଇପାରିଲେ, ଏହି ଘଟଣା ଟି ଶନିବାର ର ଦିନ 11ଘଣ୍ଟିକା ସମୟରେ ଗାଁ କୁ ପହଞ୍ଚିଥିବା ବେଳେ ଧନ୍ୟବାଦ ବିଧାୟକ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି
Read More News
T & CPrivacy PolicyContact Us