Download Now Banner

This browser does not support the video element.

ରେଙ୍ଗାଲି: ଚାଉଁରପୁର ସ୍ଥିତ ଦୁର୍ଗାପୂଜା ମେଢ଼କୁ ଯାଇ ମାଙ୍କ ଦର୍ଶନ କଲେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ

Rengali, Sambalpur | Oct 11, 2024
ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଚାଉଁରପୁର ଗ୍ରାମ ସ୍ଥିତ ଦୁର୍ଗାପୂଜା ମେଢ଼ କୁ ଆଜି ସନ୍ଦ୍ୟା 7 ଟା 30 ମିନିଟ ସମୟରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ ଯାଇ ମାଙ୍କ ଦର୍ଶନ କରିଥିଲେ l ଏହି ଅବସରରେ ବିଧାୟକ ମାଙ୍କ ଠାରେ ସ୍ୱତନ୍ତ୍ର ପୂଜାର୍ଚନା କରି ଆଶୀର୍ବାଦ ମଧ୍ୟ କାମନା କରିଥିଲେ l ଏହାସହ ଚାଉଁରପୁର ପୂଜା କମିଟିର ପ୍ରତିନିଧି ଙ୍କ ସହ ଆଲୋଚନା ମଧ୍ୟ କରିଥିବା ନେଇ ସୂଚନା ରହିଛି l ଏହି ଅବସରରେ ରେଙ୍ଗାଲି ବିଧାୟକ ଙ୍କୁ ଚାଉଁରପୁର ଗ୍ରାମବାସୀ ଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା l
Read More News
T & CPrivacy PolicyContact Us