Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ମୁଖ୍ୟମନ୍ତ୍ରୀଙ୍କ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ସିଂହଦ୍ୱାର ଠାରେ ଅସନ୍ତୋଷ ପ୍ରକାଶ କଲେ ବରିଷ୍ଠ ସେବାୟତ l

Puri M, Puri | Aug 30, 2025
ମୁଖ୍ୟମନ୍ତ୍ରୀଙ୍କ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଶ୍ରୀମନ୍ଦିର ଭିତରୁ ଭାଇରାଲ ହେଉଛି ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟ। ସମସ୍ତଙ୍କ ସାମନାରେ ଫଟୋ ଉଠାଯାଉଛି ଏବଂ ଭିଡିଓ ରେକର୍ଡ ହେଉଛି, କିନ୍ତୁ ସବୁ ଦେଖି ଚୁପ୍ ପ୍ରଶାସନ। ନିୟମ କ’ଣ କେବଳ ନିରୀହ ସାଧାରଣ ଜନତାଙ୍କ ପାଇଁ?
Read More News
T & CPrivacy PolicyContact Us