Download Now Banner

This browser does not support the video element.

ଝାରସୁଗୁଡା: ବିମାନ ବନ୍ଦର ଥାନା ଅନ୍ତର୍ଗତ ମାଳୀମୁଣ୍ଡାରେ ଫାଶୀ ଲଗାଇ ଯୁବକ ଆତ୍ମହତ୍ୟା

Jharsuguda, Jharsuguda | Apr 13, 2025
ଝାରସୁଗୁଡ଼ା ବିମାନ ବନ୍ଦର ଥାନା ଅନ୍ତର୍ଗତ ମାଳୀମୁଣ୍ଡାର ରୋହିତ ଦୁତିଆଚାନ୍ଦ ଆଜି ସକାଳ୮ ଟା ରେ ତାଙ୍କ ଘର ସିଲିଂରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ସୂଚନା ପାଇ ବିମାନ ବନ୍ଦର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସେପଟେ, ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଖବର ଲେଖାହେବା ଯାଏ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।
Read More News
T & CPrivacy PolicyContact Us