Download Now Banner

This browser does not support the video element.

ସୁନ୍ଦରଗଡ ସହର: କନିକା ଠାରେ ଜୁଆ ଆଡ୍ଡାରେ ପୋଲିସର ଚଢାଉ; ୪ ଜୁଆଡି ଗିରଫ

Sundargarh Town, Sundargarh | Nov 12, 2024
କନିକା ଠାରେ ଜୁଆ ଆଡ୍ଡା ରେ ପୁଲିସ ର ଚଢାଉ ଚାରି ଜୁଆଡି ଗିରଫ.. ଆଜି ରାତି ପ୍ରାୟ 10 ଟା ସମୟରେ ହେମଗିର ପୁଲିସ ପକ୍ଷରୁ କନିକା ଠାରେ ଜୁଆ ଆଡ୍ଡା ରେ ଚଢାଉ କରି ଚାରି ଜୁଆଡି କୁ ପୁଲିସ ଗିରଫ କରିଥିବା ର ଜଣା ପଡ଼ିଚି, ଏହା ସହ ପୁଲିସ ଜୁଆ ଆଡ୍ଡା ରୁ 1670 ଟଙ୍କା ସହ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଛି..
Read More News
T & CPrivacy PolicyContact Us