Download Now Banner

This browser does not support the video element.

ବଲାଙ୍ଗୀର: ଗୋପାଲଜୀ ପଡାରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Balangir, Balangir | Aug 27, 2025
ବଲାଙ୍ଗୀର ଗୋପାଲଜୀ ପଡାରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ବଲାଙ୍ଗୀର ଗୋପାଲଜୀ ପଡାରେ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକାଙ୍କ ପରିଚୟ କ୍ଷନପ୍ରଭା ପେଟଟନାଏକ ବୋଲି ପୋଲିସ ପକ୍ଷ ରୁ ଆଜି ଅପରାହ୍ନ 12ଟା 15ମିନିଟ ସମୟରେ ସୂଚନା ମିଳିଛି। ମହିଳାଙ୍କ ମୃତଦେହକୁ ଆଜି ଦିନ 12ଟା ସମୟରେ ବଲାଙ୍ଗୀର ଭୀମଭୋଇ ମେଡିକାଲର ବ୍ୟବଛେଦ କେନ୍ଦ୍ରକୁ ପଠାଯାଇଛି। ଏପରିସରେ ପୋଲିସ ମାମଲାର ତଦନ୍ତ ଜାରି ରଖି
Read More News
T & CPrivacy PolicyContact Us