Download Now Banner

This browser does not support the video element.

ଧର୍ମଗଡ: ଧର୍ମଗଡ ବ୍ଲକ ସଭା ଗୃହ ରେ ଭତ୍ତା ବଣ୍ଟନ କଲେ ଧର୍ମଗଡ ବିଧାୟକ, ୯୫ ଜଣ ପାଇଲେ ୩୫ ଶହ ଟଙ୍କା

Dharamgarh, Kalahandi | Sep 13, 2025
ଧର୍ମଗଡ ସଭା ଗୃହ ଠାରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ରେ ଶନିବାର ସକାଳ ୧୦ ଟା ରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ୭୫ ଜଣ ହିତାଧିକାରୀଙ୍କୁ ନୂତନ ଭତ୍ତା କାର୍ଡ ସହ ଦୁଇ ମାସର ଭତ୍ତା ଟଙ୍କା ପ୍ରଦାନ କରିଥିଵା ବେଳେ ୯୫ ଜଣ ହିତାଧିକାରୀ ଙ୍କୁ ବର୍ଦ୍ଧିତ ଭତ୍ତା ୩୫୦୦ ଟଙ୍କା ପ୍ରଦାନ କରାଯାଇଥିଲା।
Read More News
T & CPrivacy PolicyContact Us