Install App
lituarout
This browser does not support the video element.
ଆଳି: କଳସପୁର ପଞ୍ଚାୟତରେ ବିଜୁଜନତା ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ, ଯୋଗ ଦେଲେ ମନ୍ତ୍ରୀ ପ୍ରତାପ କେଶରୀ ଦେବ
Aali, Kendrapara | Mar 23, 2024
ଆଜି ସନ୍ଧ୍ୟା ୭ ଘଟିକା ସମୟରେ ଆଳି ବ୍ଳକ୍ ଅନ୍ତର୍ଗତ କଳସପୁର ପଞ୍ଚାୟତରେ ବିଜୁଜନତା ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ, ଯୋଗ ଦେଲେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହି ମିଶ୍ରଣ ପର୍ବରେ ବିଜେପି ଓ କଂଗ୍ରେସ ଦଳକୁ ଛାଡ଼ି ବିଧିବଦ୍ଧ ଭାବେ ଗ୍ରାମର ୪୫ ପରିବାର ମହିଳା ପୁରୁଷ ମାନେ ନ ବିଜୁଜନତା ଦଳରେ ସାମିଲ୍ ହେଇଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!