Install App
qhour
This browser does not support the video element.
ଫୁଲବାଣୀ ସହର: କନୁଆଗା ତଥାଏହାର ଆଖପାଖ ଅଞ୍ଚଳରେ ସିଦ୍ଧି ପ୍ରଦାୟକ ଶ୍ରୀ ଶ୍ରୀ ଗଜାନନଙ୍କ ପୂଜନୋତ୍ସବ ଯଥାରୀତିନୀତି ଅନୁସାରେ ପାଳିତ ହୋଇ ଯାଇଛି I
Phulabani Town, Kandhamal | Aug 27, 2025
କନୁଆଗା ତଥାଏହାର ଆଖପାଖ ଅଞ୍ଚଳରେ ସିଦ୍ଧି ପ୍ରଦାୟକ ଶ୍ରୀ ଶ୍ରୀ ଗଜାନନଙ୍କ ପୂଜନୋତ୍ସବ ଯଥାରୀତିନୀତି ଅନୁସାରେ ପାଳିତ ହୋଇ ଯାଇଛି I ଶିକ୍ଷାନୁଷ୍ଠାନ, ସ୍ବେଛାସେବୀ ଅନୁଷ୍ଠାନ,ସାଂସ୍କୃତିକ ଅନୁଷ୍ଠାନ ଗୁଡିକରେ ପୂଜାର୍ଚ୍ଚନା, ପୁଷ୍ପାଞ୍ଜଳି ଓ ପ୍ରସାଦ ସେବନ ସହ ନୂତନ ଛାତ୍ର ଛାତ୍ରୀ ମାନଙ୍କର ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା I ବୁଧବାର ସଂନ୍ଧ୍ୟା ସମୟରେ ସମ୍ପୂର୍ଣ କ. ନୁଆଗା ସହରେ ଗଜାନନ ଙ୍କ ଦର୍ଶନ ପାଇଁ ଭିଡ ଜମିଥିବା ଦେଖିବାକୁ ମିଳିଛି
Share
Read More News
T & C
Privacy Policy
Contact Us
Your browser does not support JavaScript!