Download Now Banner

This browser does not support the video element.

ସୁକିନ୍ଦା: ସଂଶାଇଲୋ ପାଖ 53 ନଂ ଜାତୀୟ ରାଜପଥରେ ବାଇକ ଦୁର୍ଘଟଣାରେ ଗାଈ ମୃତ, ଯୁବକ ଆହତ

Sukinda, Jajpur | Aug 26, 2025
ସଂଶାଇଲୋ ପାଖ 53 ନଂ ଜାତୀୟ ରାଜପଥରେ ବାଇକ ଦୁର୍ଘଟଣାରେ ଗାଈ ମୃତ୍ୟୁ ବରଣ କରିଥିବା ବେଳେ ବାଇକ ଆରୋହୀ କାଙ୍କଡ଼ପାଳ ଅଞ୍ଚଳର ବାସିନ୍ଦା ଯୁବକ ଅଜୟ ମହାନ୍ତ ଆହତ ହୋଇଥିବା ଦେଖିବାକୁ ମିଳିଥିଲା । ଦମକଳ ବାହିନୀର କର୍ମଚାରୀ ମାନଙ୍କ ସହଯୋଗରେ ଆହତ ଯୁବକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ସୋମବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us