Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡ଼ା ଜମେରା,ତଲିପଡ଼ାରେ ଏମ୍ଏଲ୍ଏ ଲାଡ୍ ରୁ ଆଇଟିଡିଏ ତରଫରୁ ଭାଗବତ ଗୁଡ଼ି ର ଭିତ୍ତୀପ୍ରସ୍ତର ସ୍ଥାପନା ଝାରସୁଗୁଡ଼ା ବିଧାୟକ

Jharsuguda, Jharsuguda | Apr 10, 2025
ଆଜି ଅପରାହ୍ନ ୪ଟା ରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଜମେରା, ତଲିପଡ଼ାରେ ଏମ୍ଏଲ୍ଏ ଲାଡ୍ ରୁ ଆଇଟିଡିଏ ତରଫରୁ ନିର୍ମାଣ ହେବାକୁ ଥିବା ଭାଗବତ ଗୁଡ଼ିର ଭିତ୍ତୀପ୍ରସ୍ତର ସ୍ଥାପନା କରିଥିଲେ । ଝାରସୁଗୁଡ଼ା ର ବିଧାୟକ ଟଙ୍କଧର ତ୍ରିପାଠୀ ତଲିପଡ଼ା ରେ ପହଞ୍ଚିବା ପରେ ଗ୍ରାମବାସୀ ସ୍ବାଗତ କରିନେଇ ଥିଲେ, ଶ୍ରୀ ତ୍ରିପାଠୀ କହିଥିଲେ ଆଶା କରୁଛି ଏହା ଅଞ୍ଚଳ ବାସୀଙ୍କର ଆଧ୍ୟାତ୍ମିକତା ଅଭିବୃଦ୍ଧି ପାଇଁ ସହାୟକ ହେବ।
Read More News
T & CPrivacy PolicyContact Us