This browser does not support the video element.
କୋଟପାଡ: କାମତା ଓ ବୋରିଗୁମ୍ମା ଗ୍ରାମରେ ଅବକାରୀ ଚଢାଉ, ଦୁଇ ଜଣ ଗିରଫ
Kotpad, Koraput | Aug 19, 2025
କାମତା ଓ ବୋରିଗୁମ୍ମା ଗ୍ରାମରେ ଅବକାରୀ ଚଢାଉ ଦୁଇ ଜଣ ଗିରଫ ବୋରିଗୁମ୍ମା ବ୍ଲକ ବିସିଂହ ପୁର ଥାନା ଓ ବୋରିଗୁମ୍ମା ଥାନା ଅନ୍ତର୍ଗତ କାମତା ଓ ବୋରିଗୁମ୍ମା ଗ୍ରାମରେ ଅବକାରୀ ଚଢାଉ କରି ଦୁଇ ଜଣକୁ ଗିରଫ କରିଛି ଗ୍ରାମ ରେ ବେଆଇନ ଭାବରେ ଚୋରା ଦେଶୀ ମଦ କାରବାର କରୁଥିବା ସୂଚନା ପାଇଁ ବୋରିଗୁମ୍ମା ଅବକାରୀ ବିଭାଗ ଦୁଇଟି ଗ୍ରାମ ରେ ଚଢାଉ କରି ବୋରିଗୁମ୍ମା ଗ୍ରାମର 9ଲିଟର ଦେଶୀ ମଦ ସହ ଦାନା ହରିଜନ କାମତା ଗ୍ରାମର ନନ୍ଦ ଯାନୀ କୁ 22ଲିଟର ସହ ଗିରଫ କରିଥିବା ବୋରଗୁମ୍ମା ଅବକାରୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି