Download Now Banner

This browser does not support the video element.

ବଲାଙ୍ଗୀର: ବନ୍ଧପଡା ଅଞ୍ଚଳରୁ ଗୋରୁ ଚାଲାଣ କରୁ ଥିବା ୨ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ

Balangir, Balangir | Aug 25, 2025
ବଲାଙ୍ଗୀର ଜିଲ୍ଲାରେ ପୁଣିଥରେ ସକ୍ରିୟ ହେଲେଣି ଗୋରୁ ମାଫିଆ । ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡା ଅଂଚଳର ସିଂହାମୁଣ୍ଡା ଠାରେ ପାଳିପଡା ଦିଗକୁ ଗୋରୁ ଚାଲାଣ କରୁଥିବା ଦୁଇଟି ପିକଅପ ଭେନ୍‌କୁ ଏକ ସ୍ଥାନୀୟ ସଂଗଠନର କର୍ମୀମାନେ ଅଟକାଇ ପୋଲିସଙ୍କୁ ହସ୍ତାନ୍ତର କରିଦେଇଥିଲେ । ପୋଲିସ ଘଟଣାସ୍ଥଳରୁ ଦୁଇଜଣ ଗୋରୁ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହା ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛନ୍ତି ବୋଲି ଆଜି ରାତି ୮ଟା ସମୟରେ ସୁଚନା ମିଳିଛି ।
Read More News
T & CPrivacy PolicyContact Us