Download Now Banner

This browser does not support the video element.

ଉଦଳା: ଉଦଳା ଥାନା ଅଞ୍ଚଳରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ; ୮୦ କିଲୋମିଟର ଦୂରକୁ ନେଇ କଲେ ଗଣଦୁଷ୍କର୍ମ

Udala, Mayurbhanj | Aug 30, 2025
ଯୁବତୀକୁ ଘର ନିକଟରୁ ଅପହରଣ କରି ନେଇ ୮୦ କିଲୋମିଟର ଦୂରକୁ ନେଇ ଗଣଦୁଷ୍କର୍ମ କରିଛନ୍ତି। ଏହିପରି ଅଭାବନୀୟ ଘଟଣା ଉଦଳା ଥାନା ଅଞ୍ଚଳରେ ଘଟିଯାଇଛି। ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ଉଦଳା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି।
Read More News
T & CPrivacy PolicyContact Us