Install App
sushantpattnayak1983
This browser does not support the video element.
ଛତ୍ରପୁର: ଚୋରୀ ସୁନା ଅଳଙ୍କାର ପାଇ ଖୁସି ପ୍ରକାଶ କରି ବ୍ରହ୍ମପୁର ଠାରେ ପ୍ରତିକ୍ରିୟା ରଖିଲେ ଦିଗପହଣ୍ଡି ଅଞ୍ଚଳର ଅଭିଯୋଗକାରୀ
Chhatrapur, Ganjam | Aug 22, 2025
ଚୋରୀ ହୋଇଥିବା ସୁନା ଅଳଙ୍କାର ଫେରାଇଲା ପୋଲିସ ।ଅଭିଯୋଗ କରିଥିବା ବ୍ଯକ୍ତି ମାନଙ୍କୁ ଆଜି ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ ଚୋରୀ ସୁନା ଅଳଙ୍କାର ଫେରାଇଛି ପୋଲିସ ।ଯାହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ଅଭିଯୋଗକାରୀ।ଦିଗପହଣ୍ଡି ଅଞ୍ଚଳର ଅଭିଯୋଗକାରୀ ଶୁକ୍ରବାର ଅପରାହ୍ନରେ ବ୍ରହ୍ମପୁର ସ୍ଥିତ ଏସପିଙ୍କ କାର୍ଯ୍ୟାଳୟରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ।
Share
Read More News
T & C
Privacy Policy
Contact Us
Your browser does not support JavaScript!