This browser does not support the video element.
କେଗାଁଓ: ମହାଳିଙ୍ଗ ମେଗା ଉଠାଜଳସେଚନ ପ୍ରକଳ୍ପ ରୁ ପରୀକ୍ଷା ମୂଳକ ଭlଵେ ଦ୍ୱତୀୟ ପର୍ଯ୍ୟୟ ଜଳ ଯୋଗାଣ
Kegaon, Kalahandi | Aug 27, 2025
ମହାଳିଙ୍ଗ ମେଗା ଉଠାଜଳସେଚନ ପ୍ରକଳ୍ପ ରୁ ପରୀକ୍ଷା ମୂଳକ ଭଵେ ଦ୍ୱତୀୟ ପର୍ଯ୍ୟୟ ଜଳ ଯୋଗାଣ ଆଜି 27ତାରିଖ ସକାଳ 11ଟାରୁ ସାନ୍ଧ୍ୟ 7ଟା ପର୍ଯ୍ୟନ୍ତ ମହାଳିଙ୍ଗ ମେଗା ଉଠାଜଳସେଚନ ପ୍ରକଳ୍ପ ରୁ ଦ୍ୱତୀୟ ପର୍ଯ୍ୟୟ ରେ ପରୀକ୍ଷା ମୂଳକ ଭାବରେ ଜଳ ଯୋଗାଣ ହୋଇଛି ଏଥିରେ ଚାଷୀଙ୍କ 50ଗୋଟିଏ ଆଉଟ ଲେଟ ରେ ପାଣି ବାହାରିଥିବା ବେଳେ ଆଗାମୀ ଦିନରେ ଏହା ଆହୁରି ବୃଦ୍ଧି ହେବା ବୋଲି କମାନୀ କତୃପକ୍ଷ ପକ୍ଷରୁ ସୂଚନା