Download Now Banner

This browser does not support the video element.

ବୌଦ୍ଧ ସଦର: ବିଜୁ ଛାତ୍ରଜନତାଦଳ ପକ୍ଷରୁ ପୁରୁଣାକଟକ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Baudh Sadar, Boudh (Bauda) | Sep 6, 2025
ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଜି ଅପରାହ୍ନ ୩ଟା ସମୟରେ ହରାଭଙ୍ଗା ବ୍ଲକ ଅନ୍ତର୍ଗତ ପୁରୁଣା କଟକ ହାଟ ପଡ଼ିଆଠାରେ ଶାଖା ସଭାପତି ତେଜ କୁମାର ଜଗଦଳା ଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପୃଥିବୀର ତଥା ମାନବ ସମାଜର ଭବିଷ୍ୟତ ସୁରକ୍ଷା ପାଇଁ ବୃକ୍ଷ ହିଁ ଏକମାତ୍ର ସାଥି ବୋଲି ବିବେଚନା କରି ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ପ୍ରମୋଦ ଜlନୀ, ଗୁଞ୍ଜନ୍ ନାୟକ , ଲିପୁନ୍ ରାଉତ , ରିଙ୍କି ବେହେରା ଓ଼ ସାହିତ ପୂରୁଣାକଟକ ସରପଞ୍ଚ, ଅବକାଶ ସାହୁ ଯୋଗ ଦେଇଥିଲେ
Read More News
T & CPrivacy PolicyContact Us