Download Now Banner

This browser does not support the video element.

ଢେଙ୍କାନାଳ ସଦର: ସୋରିଶିଆ ପଦା ଦେଓଗାଁ ରାସ୍ତାରେ ଦୁର୍ଘଟଣାରେ ଯୁବକ ମୃତ

Dhenkanal Sadar, Dhenkanal | Sep 12, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ସୋରିଶିଆ ପଦା ଦେଓଗାଁ ରାସ୍ତାରେ ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତଦେହ ନିକଟସ୍ଥ ଶ୍ରୀରାମ ଚନ୍ଦ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବାରଣ୍ଡାରେ ଅପରାହ୍ନ ୫ଟାରେ ପଡିରହିଥିବା ବେଳେ କୌଣସି କର୍ମଚାରୀ ନ ଥିଲେ ବୋଲି ପୂର୍ବତନ ବିଧାୟକ ନବିନ ନନ୍ଦ ଘଟଣାକୁ ନେଇ ଦୁଖ ପ୍ରକାଶ କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି | ମୃତକ ଜଣଙ୍କ ସୁକିନ୍ଦା ଅଞ୍ଚଳର ବୋଲି ଜଣାପଡିଛି ।
Read More News
T & CPrivacy PolicyContact Us