Download Now Banner

This browser does not support the video element.

ସିମୁଳିଆ: ଖଇରା ବିଜେଡି କାର୍ଯ୍ୟଳୟ ରେ ବିଜେଡି ଜିଲ୍ଲା ସଭାପତି ଙ୍କ ସାମ୍ବାଦିକ ସମ୍ମିଲନି,

Similia, Balasore | Sep 4, 2025
ବିଜେଡି ଜିଲ୍ଲା ସଭାପତି ଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଲନି l ନୂତନ ସରକାର ଆସିବା ପରେ ଦ୍ୱିତୀୟ ପର୍ଯ୍ୟାୟ ଏନଏସି ଘୋଷଣା ସରିଯାଇଥିବା ବେଳେ ଖଇରା ବାଦ ପଡିବା ଦୁଃଖ ଓ ପରିତାପ ର ବିଷୟ l ଏହାକୁ ନେଇ ଆଜି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଙ୍କ ଦ୍ୱାରା ଖଇରା ବିଜେଡି କାର୍ଯ୍ୟଳୟ ରେ ଏକ ସାମ୍ବାଦିକ ସମ୍ମିଲନି କରି ଖଇରା କୁ ଏନଏସି ଘୋଷଣା ଦାବି ରେ ଆସନ୍ତା 6 ତାରିଖ ରେ 6ଘଣ୍ଟିଆ ଖଇରା ବଜାର ବନ୍ଦ ନେଇ ସୂଚନା ଦେଇଛନ୍ତି l ସେହି ଦିନ ସମସ୍ତ ଦୋକାନ ବଜାର ଗାଡି ଚଳାଚଳ ବନ୍ଦ ନେଇ ଶ୍ରୀ ପାଣିଗ୍ରାହୀ ଅନୁରୋଧ କରିଛନ୍ତି l
Read More News
T & CPrivacy PolicyContact Us