Download Now Banner

This browser does not support the video element.

ବଲାଙ୍ଗୀର: “ଆଗଲପୁର ରେ ତିନି ପ୍ରତିଭାର ସଫଳତା NEET ରେ ଜିଲ୍ଲା ପାଇଁ ଗର୍ବ”

Balangir, Balangir | Sep 4, 2025
NEET ପରୀକ୍ଷାରେ ବଲାଙ୍ଗିର ଜିଲ୍ଲାର ଗର୍ବ ବଲାଙ୍ଗିର ଜିଲ୍ଲାର ଆଗଲପୁର ବ୍ଲକର ପ୍ରତିଭାଶାଳୀ ଛାତ୍ରଛାତ୍ରୀ ମାଧବୀ ପାତ୍ର, ବିରାଟ ସାହୁ ଏବଂ ହୃଷୀକେଶ ସାହୁ NEET ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଜିଲ୍ଲାର ନାମକୁ ଉଜ୍ଜ୍ଵଳ କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ ଆଜି ଅପରାହ୍ନ 2 ଟା ସମୟରେ ସେମାନଙ୍କୁ ହୃଦୟଙ୍ଗମ ଅଭିନନ୍ଦନ ଜଣାଇ କହିଛନ୍ତି – “ନିଜର କଠିନ ପରିଶ୍ରମ, ସମର୍ପଣ ଏବଂ ଦୃଢ ଇଚ୍ଛାଶକ୍ତି ଦ୍ୱାରା ଏହି ସଫଳତା ସାଧନ କରିଥିବାରେ ସେମାନେ ସମସ୍ତଙ୍କ ପାଇଁ ପ୍ରେରଣା।”
Read More News
T & CPrivacy PolicyContact Us