Install App
sukindakhabar
This browser does not support the video element.
ସୁକିନ୍ଦା: କୋଇଲ ଗ୍ରାମ ପାଖ ମହାଗିରି ପାହାଡ଼ ତିଖରେ ଥିବା ଝରଣାରୁ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର
Sukinda, Jajpur | Aug 24, 2025
ସୁକିନ୍ଦା ଥାନା ଅନ୍ତର୍ଗତ କୋଇଲ ଗ୍ରାମ ପାଖ ମହାଗିରି ପାହାଡ଼ ତିଖରେ ଥିବା ଝରଣାରେ ଗାଧୋଇବା ପାଇଁ ଯାଇ ନିଖୋଜ ଯୁବକ ବନ୍ଧଗାଁ ପଞ୍ଚାୟତର ବିଜେପି ସଭାପତି ମନମୋହନ ମହାନ୍ତଙ୍କ ଜ୍ୟେଷ୍ଠ ପୁତ୍ର 25 ବର୍ଷିୟ ପୁଅ ମାନସ ମହାନ୍ତଙ୍କ ମୃତ ଦେହ ରବିବାର ସକାଳ 9 ଘଟିକା ସମୟରେ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!